Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଆଜି ପବିତ୍ର ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ନୀତି ଅନୁଷ୍ଠିତ l

Puri M, Puri | Aug 24, 2025
ଆଜି ପବିତ୍ର ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ନୀତି ଅନୁଷ୍ଠିତ । ଧୂପ ପରେ ଶ୍ରୀମଦନମୋହନ ନାଟମଣ୍ଡପରେ ପଡିଥିବା ଖଟ ଉପରେ ବିଜେ କରନ୍ତି ଓ ଏହାଙ୍କ ଛାମୁରେ ମାଟିମଣ୍ଡପ ସାହି ଲୋକେ ଦାବାଅଗ୍ନି ପ୍ରସ୍ତାବ କରିବେ ଅର୍ଥାତ ଦାବାଗ୍ନି ଲୀଳା କରନ୍ତି । ଶୀତଳ ଭୋଗ ବନ୍ଦାପନା ପରେ ଶ୍ରୀମଦନମୋହନ ବାହୁଡା ବିଜେ କରନ୍ତି l
Read More News
T & CPrivacy PolicyContact Us