This browser does not support the video element.
ଜି ଉଦୟଗିରି: ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ଲକ୍ କଲୋନୀ ଭିତରେ ପ୍ରବେଶ କରି ଏକ ବୁଲେଟ୍ ଚୋରି, ଥାନାରେ ମାମଲା
G Udayagiri, Kandhamal | Sep 12, 2025
କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବ୍ଲକ୍ କଲୋନୀ ଭିତରେ ପ୍ରବେଶ କରି ଏକ ବୁଲେଟ୍ ନଂ (ଓଡି -୨୫ ପି-୭୩୧୦)କୁ ଚୋରି କରିଥିବା ନେଇ ବୁଲେଟ୍ର ମାଲିକ ସୁବ୍ରତ କୁମାର ପ୍ରଧାନ ଥାନାରେ ଲିଖୂତ ଅଭିଯୋଗ କରିଥିବା ସେ କହିଛନ୍ତି। ସେ । ସରକାରୀ କ୍ୱାର୍ଟର ବାହାରେ ରଖୁଥିବା ବେଳେ ଏହି ଚୋରି ଯାଇଥିବା କହିଛନ୍ତି। ପ୍ରତିଦିନ ରାତିରେ ଏଭଳି ରିଙ୍ଗବାଡ଼ି ଓ ସିମନବାଡ଼ିରେ ଚୋରି ହେଉଥିଲେ ମଧ୍ୟ ପୋଲିସ ସ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କୁ ଧରିବାରେ ହାତ ବାନ୍ଧି ବସିଛି। ଏଥିପାଇଁ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଉଅଛି.