Download Now Banner

This browser does not support the video element.

ସୁକିନ୍ଦା: ସଂଶାଇଲୋ ଗ୍ରାମରେ ଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି,ଥାନାରେ ଅଭିଯୋଗ

Sukinda, Jajpur | Sep 7, 2025
ସୁକିନ୍ଦା ଥାନା ଅନ୍ତର୍ଗତ ସଂଶାଇଲୋ ଗ୍ରାମରେ ଥିବା ଏକ ଟ୍ରକରୁ ବ୍ୟାଟେରୀ ଚୋରି ଥାନାରେ ଅଭିଯୋଗ । ସୂଚନା ମୁତାବକ ସଂଶାଇଲୋ ଗ୍ରାମରେ ଥିବା ଏକ ଟ୍ରକରୁ କେହି ଅଜଣା ଲୁଟେରା ବ୍ୟାଟେରୀ ଚୋରି କରି ନେଇଛନ୍ତି ।ଏନେଇ ଟ୍ରକ୍ ଚାଳକ ପ୍ରଭାତ ମଲ୍ଲିକ ରବିବାର ସନ୍ଧ୍ୟା 7 ଘଟିକା ସମୟରେ ସୁକିନ୍ଦା ଥାନା ଦ୍ବାରସ୍ଥ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us