Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ,ନନ୍ଦପୁର ବ୍ଲକରେ ଭାଙ୍ଗିଲା ଚାରି ଘର

Pottangi, Koraput | Aug 26, 2025
ଗତ ତିନିଦିନ ହେଲା ନନ୍ଦପୁର, ଲମତାପୁଟ୍, ମାଛକୁଣ୍ଡ, ଜଲାପୁଟ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ସ୍ଥାନୀୟ ଅଞ୍ଚଳର ଜନଜୀବନ କୁ ଅସ୍ତବ୍ୟସ୍ତ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଏହି ଲଗାଣ ବର୍ଷାରେ ନନ୍ଦପୁର ବ୍ଲକର ଚାରୋଟି ଘର ଭାଙ୍ଗିଥିବା ଜଣାପଡିଛି। ସେଥି ମଧ୍ୟରୁ ବାଡେଲ ପଞ୍ଚାୟତ ର ଜନ୍ତାପୁଟ ଗ୍ରାମର ଦୁଇଟି, ହାତୀବାରି ପଞ୍ଚାୟତର ଗୋଟିଏ ଓ ବିଲାପୁଟ ପଞ୍ଚାୟତରେ ଗୋଟିଏ ଘର ଭାଙ୍ଗିଥିବା ସଂଧ୍ଯା ୫ଟା ସମୟରେ ସୂଚନା ମିଳିଛି।
Read More News
T & CPrivacy PolicyContact Us