Install App
pradipta605
This browser does not support the video element.
ଜଟଣୀ: ଜଟଣୀ ଗଣେଶ ଭସାଣି ବଜାରରେ ଗଣେଶ ଭସାଣି ନେଇ ସୁର, ମନ୍ମଥ, ଉମାକାନ୍ତ ଓ ସୁଦୀପ୍ତ ରଖିଲେ ପ୍ରତିକ୍ରିୟା
Jatani, Khordha | Sep 7, 2025
ଜଟଣୀ ଗଣେଶ ଭସାଣି ବଜାର ଠାରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ଭସାଣି କାର୍ଯ୍ୟକ୍ରମ ନେଇ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ରାଜ୍ୟ ବିଜେଡି ସମ୍ପାଦକ ମନ୍ମଥ ରାଉତରାୟ, ବିଜେଡି ଜିଲ୍ଲା ଉପ ସଭାପତି ଉମାକାନ୍ତ ପଟ୍ଟନାୟକ ଓ ରାଜ୍ୟ ବିଜେପି ପ୍ରବକ୍ତା ସୁଦୀପ୍ତ ରାୟ ରଖିଲେ ପ୍ରତିକ୍ରିୟା | ସେମାନେ ଆଜି ରାତି ୧ ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |
Share
Read More News
T & C
Privacy Policy
Contact Us
Your browser does not support JavaScript!