Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ଜିଲ୍ଲା ର ପର୍ଯୟଟନ ବିକାଶ ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବଙ୍କ ସହ ଆଲୋଚନା କଲେ ସଂସାଦ

Malkangiri, Malkangiri | Sep 12, 2025
ଆଜି ପର୍ଯ୍ୟଟନ ବିକାଶ ସଚିବ ଶ୍ରୀ ବଲୱନ୍ତ୍ ସିଂଙ୍କ ସହ ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ପର୍ଯ୍ୟଟନ ବିକାଶ ପ୍ରସଙ୍ଗରେ ଆଲୋଚନା କଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଏହି ଜିଲ୍ଲା ମାନଙ୍କରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେଲେ ନା କେବଳ ସ୍ଥାନୀୟ ଯୁବବର୍ଗଙ୍କୁ ରୋଜଗାର ମିଳିପାରିବ, ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଜିଲ୍ଲା ଗୁଡିକୁ ଏକ ପରିଚୟ ମିଳିପାରିବ ।
Read More News
T & CPrivacy PolicyContact Us