Download Now Banner

This browser does not support the video element.

ସତ୍ୟବାଦୀ: କଣାସ ବ୍ଲକ ଗ୍ରସ୍ତ କରି ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ଠାକୁରଙ୍କୁ ଦର୍ଶନ କଲେ ଜିଲ୍ଲା ବିଜେଡି ସଭାପତି

Satyabadi, Puri | Sep 1, 2025
ଆଜି ସଂଧ୍ୟା ସାଡେ ୭ଟାରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକର ବିଭିନ୍ନ ସ୍ଥାନରେ ହେଉଥିବା ଗଣେଶ ପୂଜା ମଣ୍ଡପ ବୁଲି ଠାକୁରଙ୍କୁ ଦର୍ଶନ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟ ।
Read More News
T & CPrivacy PolicyContact Us