Install App
sushantpattnayak1983
This browser does not support the video element.
ଗୋପାଳପୁର: ଗୋଳନ୍ଥରା ସ୍ଥିତ ଚଟି ନୂଆ ସାହିରେ ମା' ଦୁର୍ଗାଙ୍କ ପୂଜାରେ ସାମିଲ ହେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
Gopalpur, Ganjam | Sep 30, 2025
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ସ୍ଥିତ ଚଟି ନୂଆ ସାହିରେ ମା ଦୁର୍ଗାଙ୍କ ପୂଜା ବେଶ ଜାକଜମକରେ ଅନୁଷ୍ଠିତ ହେଉଛି। ମଂଗଳବାର ଅପରାହ୍ନରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ମା ଙ୍କ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳବାସୀଙ୍କ ଉନ୍ନତି କାମନା କରିଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!