Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ା କୋଲାବିରା ରେ ମା ସମଲେଶ୍ଵରୀ ଙ୍କ ବଏଲ୍ ଯାତ୍ରା ରେ ପ୍ରତିକ୍ରିୟା ଦେଲେ ଦିପାଳି ଦାସ

Jharsuguda, Jharsuguda | Apr 11, 2025
ଝାରସୁଗୁଡ଼ା କୋଲାଵିରା ଠାରେ ଥିବା ଅଞ୍ଚଳର ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ୍‍ ଯାତ୍ରା ଆରମ୍ଭ ହୋଇଯାଇଅଛି ବଏଲ୍ ଯାତ୍ରା । ବଏଲ୍‍ ଯାତ୍ରା ଉପଲକ୍ଷେ ଶାକ୍ତ ବିଧି ବିଧାନ ପରମ୍ପରା ଅନୁସାରେ ଦେବୀ ସମଲେଶ୍ୱରୀଙ୍କ ପୀଠରେ ଚଣ୍ଡିପାଠ ହୋମ ଆଦି ସମ୍ପନ୍‍ ହେବା ଅବସରରେ ଦେବୀ ବାହନ ବରୁଆ ଶରୀରରେ ଦୈବୀ ଶକ୍ତି ସଂଚାର ପାଇଁ ପୁରୋହିତ ମନ୍ତ୍ର ତନ୍ତ୍ର ପ୍ରୟୋଗ କରିଥିଲେ ଏହି ବଏଲ୍ ଯାତ୍ରା ରେ ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦିପାଲି ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ଆଜି ରାତ୍ର ୧୧ ଟା ୩୦ ରେ
Read More News
T & CPrivacy PolicyContact Us