Download Now Banner

This browser does not support the video element.

ଖଲ୍ଲିକୋଟ୍: ଉପର ବାଲନ୍ତର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କଲେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

Khalikote, Ganjam | Aug 23, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଉପର ବାଲନ୍ତର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ଆଜି ଦିନ ପ୍ରାୟ ୧୦ ଟା ସମୟରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପର ବାଲନ୍ତର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ କେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ଉପରେ ଅଙ୍ଗନୱାଡ଼ି କର୍ମୀ ଙ୍କ ସହ ଆଲୋଚନା କରିବା ସହ ପିଲା ଙ୍କୁ ଦିଆ ଯାଇଥିବା ଖାଦ୍ୟ ତଦାରଖ କରି ଫେରିଛନ୍ତି ।
Read More News
T & CPrivacy PolicyContact Us