Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବ୍ରାଉନସୁଗର ବିକ୍ରି କରିବା ସମୟରେ ଜଣକୁ ଶୁକ୍ରବାର ଗିରଫ କରିଛି ଦରଘାବଜାର ଥାନା ପୁଲିସ

Cuttack M Corp PS, Cuttack | Sep 12, 2025
ବ୍ରାଉନସୁଗର ବିକ୍ରି କରିବା ସମୟରେ ଜଣକୁ ଶୁକ୍ରବାର ସନ୍ଧ୍ୟା ୫ଟାରେ ଗିରଫ କରିଛି ଦରଘାବଜାର ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ହେଉଛି ଲାଲ୍‌‌ବାଗ ଥାନା ଅନ୍ତର୍ଗତ ଓଡ଼ିଆ ବଜାର ମାଇକା ଲେନ୍‌‌ର ସେକ୍‌‌ ସାରୁଖ(୨୬)। ଯାଞ୍ଚ ପରେ ତା’ପାଖରୁ ୧୨ଗ୍ରାମ୍‌‌ ଓଜନର ବ୍ରାଉନସୁଗର ସହ ଏକ ମୋବାଇଲ ଜବତ କରାଯାଇଛି।
Read More News
T & CPrivacy PolicyContact Us