Download Now Banner

This browser does not support the video element.

ଅନୁଗୋଳ: ବର୍ଷାରେ ବୁଡ଼ିଲା ତାଳଚେର ବନ୍ତୁଲ ଷ୍ଟେସନ ରାସ୍ତା ଯାତାୟାତ ବାଧାପ୍ରାପ୍ତ

Anugul, Angul | Aug 22, 2025
ଶୁକ୍ରବାର ସନ୍ଧ୍ୟା ୭ଘଟିକା ସମୟରେ ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷା ହେବା ଫଳରେ ତାଳଚେର ଷ୍ଟେସନ ବନ୍ତୁଲ ରାସ୍ତା ବର୍ଷା ପାଣିରେ ଧୋଇନେଇ ସମ୍ପୂର୍ଣ୍ଣ ବୁଡିଯାଇ ରାସ୍ତା ଉପରେ ପ୍ରାୟ ୩ଫୁଟର ପାଣି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଯାଇଛି । ଫଳରେ ତାଳଚେରରୁ ବନ୍ତୁଲ ଥର୍ମାଲ ପ୍ରଭୁତି ଅଞ୍ଚଳକୁ ଲୋକମାନେ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ରାସ୍ତାର ଉଭୟ ପାର୍ଶ୍ୱରେ ଉତ୍ତେଜନା ଦେଖାଯାଇଥିଲା ।
Read More News
T & CPrivacy PolicyContact Us