Download Now Banner

This browser does not support the video element.

ସୁକିନ୍ଦା: ସୁଭଦ୍ରାପୁର ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କଲେ ବିଧାୟକ ହିମାଂଶୁ ଶେଖର ସାହୁ

Sukinda, Jajpur | Aug 28, 2025
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଦାସପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ସୁଭଦ୍ରାପୁର ଗ୍ରାମର ପୂଜାମଣ୍ଡପ ବୁଲି ଗଜାନନଙ୍କ ଦର୍ଶନ କଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ସୂଚନା ମୁତାବକ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରିଦାସପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ସୁଭଦ୍ରାପୁର ଗ୍ରାମରେ ଅନୁଷ୍ଠିତ ବିଘ୍ନନନାସକ ଗଜାନନଙ୍କ ପୂଜାରେ ଯୋଗଦେଇ ଆଶ୍ରିବାଦ କାମନା କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିବା ଗୁରୁବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଥିଲା ।
Read More News
T & CPrivacy PolicyContact Us