This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ବନ ବିଭାଗ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ଓ ସାମାଜିକ ସଙ୍ଗଠନ ପକ୍ଷରୁ ରାଉରକେଲାର ବିଭିନ୍ନ ବିଦ୍ୟାଳୟରେ ଗଜ ଉତ୍ସବ ପାଳିତ
Raurkela M, Sundargarh | Dec 10, 2024
ରାଉରକେଲା: ଆଜି ମଙ୍ଗଳବାର ଦିନ ଅପରାହ୍ନ ତିନିଟା ସମୟରେ ରାଉରକେଲା ବନ ବିଭାଗ, ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟ ଓ ଆର୍ଥ କ୍ରୃସେଡର ସଂଗଠନ ର ମିଳିତ ଆନୁକୂଲ୍ୟରେ ଗଜ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବନରକ୍ଷୀ ଅଲିଅଳ ବେହେରା ଙ୍କ ପରିଚାଳନାରେ ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ଓ ସେକ୍ଟର ୧୬ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚଳଚ୍ଚିତ୍ର ପ୍ରଦର୍ଶନୀ, ବତ୍କୃତା ଉପସ୍ଥାପନା, କୁଇଜ୍ ପ୍ରତିଯୋଗିତା ଓ ଚିତ୍ରାଙ୍