Download Now Banner

This browser does not support the video element.

ପଦ୍ମପୁର: ରସମୁଣ୍ଡା ଗ୍ରାମରୁ ୭ ଫୁଟର ଅଜଗର ସାପ ଉଦ୍ଧାର କଲେ ବନବିଭାଗ

Padmapur, Bargarh (Baragarh) | Sep 2, 2025
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ରସମୁଣ୍ଡା ଗ୍ରାମରେ 7ଫୁଟର ଅଜଗର ସାପ ଦେଖିବା କୁ ମିଳିଥିଲା। ଲୋକେ ସାପ କୁ ଦେଖି ଭୟଭୀତ ହୋଇ ଯାଇଥିଲେ। ଏନେଇ ପାଇକମାଲ ବନ ବିଭାଗ କୁ ଜଣେଇଥିଲେ। ବନ ବିଭାଗ ପହଂଚି ଅଜଗର ସାପ କୁ ଉଦ୍ଧାର କରି ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଛାଡି ଥିଲେ। ଆଜି ସକାଳ ୧୧ଟା ୩୦ ମିନିଟ ସମୟର ଘଟଣା ହୋଇଥିବା ସୂଚନା
Read More News
T & CPrivacy PolicyContact Us