This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କୁ ବାସ ଭବନରେ ସାକ୍ଷାତ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
Baleshwar M, Balasore | Oct 7, 2025
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନ ରେ ସାକ୍ଷାତ କରିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ବାଲେଶ୍ୱରରେ ଅନେକ ବିକାଶମୂଳକ କାର୍ଯ୍ୟ ଯାହା ଭିନ୍ନ ଭିନ୍ନ କରଣ ପାଇଁ ଅଟକି ରହିଛି ବା ପ୍ରଶାସନିକ ବିଳମ୍ବ ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ।ଏଥି ସହ ଏହାର ଆଶୁ ପ୍ରତିକାର ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ଏ ନେଇ ସନ୍ଧ୍ୟା ୭ଟା ସମୟରେ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।