Install App
baripada_news
This browser does not support the video element.
ବାଙ୍ଗିରିପୋଷି: ଅକ୍ଟୋବର ୧୦ ରୁ ୨୫ ତାରିଖ ଯାଏଁ ବାଙ୍ଗିରିପୋଷି ଘାଟିରେ ମରାମତି କାର୍ଯ୍ୟ ପାଇଁ ଭାରୀଯାନ ଚଳାଚଳ ବନ୍ଦ ନେଇ ସୂଚନା
Bangiriposi, Mayurbhanj | Oct 9, 2025
ବାଙ୍ଗରିପୋଷୀ-ବିଶୋଇ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଅକ୍ଟୋବର ୧୦ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଘାଟି ରାସ୍ତାରେ ଭାରୀଯାନ ଚଳାଚଳ କଟକଣା ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ପ୍ରାୟ ୧.୩୦ଟାରେ ସୂଚନା ଦିଆଯାଇଛି। ସକାଳ ୧୦ଟାରୁ ଦିବା ୨ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବ।
Share
Read More News
T & C
Privacy Policy
Contact Us
Your browser does not support JavaScript!