Download Now Banner

This browser does not support the video element.

ଆଠମଲ୍ଲିକ: ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ, ଯୋଗ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ହାଇସ୍କୁଲ ପରିସରରେ

Athmallik, Angul | Sep 12, 2025
ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇ ଯାଇଛି ଏହି ସେମିନାର ସକାଳ 10:30 ରୁ ଆରମ୍ଭ ହୋଇ ଅପରାହ୍ନ 4 ଟା ରେ ସମାପ୍ତ ହୋଇ ଥିଲା l l ଏହି ସେମିନାର କୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅମ୍ବୁଜ କୁମାର ଗଡ଼ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ l ଅନ୍ୟତମ ଅତିଥି ଭାବରେ ଦୁର୍ଗା ମାଧବ ପଣ୍ଡା ଯୋଗ ଦେଇଥିଲେ l ଏହି ସେମିନାର ରେ ବ୍ଲକ ର 25 ଟି ହାଇସ୍କୁଲ ର 25 ଜଣ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କର
Read More News
T & CPrivacy PolicyContact Us