This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାକୁ ଘଡ଼ଘଡ଼ି ଓ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ଆଲର୍ଟ ଜାରି
Bhadrak Rural, Bhadrak | Aug 27, 2025
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଭଦ୍ରକ କୁ ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8 ଟା 30ମିନିଟ ପର୍ଯ୍ୟନ୍ତ ୟେଲୋ ୟାର୍ଣ୍ଣି ଜାରୀ କରାଯିବା ସହିତ ,ଘଡ଼ଘଡ଼ି ଏବଂ ପବନ 30 ରୁ 40 କିଲୋମିଟର ନେଇ ସତର୍କତା ଜାରି କରାଯାଇଛି