Download Now Banner

This browser does not support the video element.

ସୋନପୁର: ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା ୧୪ ରେ ହେବାକୁ ଥିବା ଏକ ମାଗଣା ମେଗା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ପାଈଁ ପ୍ରସ୍ତୁତି ବୈଠକ

Sonapur, Subarnapur (Sonepur) | Aug 30, 2025
ଆଜି ସନ୍ଧ୍ୟାରେ ମା ସୁରେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଆସନ୍ତା ୧୪ ତାରିଖ ରେ ହେବାକୁ ଥିବା ଏକ ମାଗଣା ମେଗା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ପାଈଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ମେଳା ପାଇଁ ଆଜି କଟକ ୟୁରୋ ଲୋଜିଷ୍ଟ ସ୍ପେସିଆଲିଷ୍ଟ ଡ. ଦୈତ୍ୟ ଶ୍ୱର୍ ହୋତା ଙ୍କ , ଅଧ୍ୟକ୍ଷତାରେ ଅନୁଷ୍ଠିତ ଓ ଅବସର ପ୍ରାପ୍ତ ବିଚାରପତି ଶ୍ରଯୁକ୍ତ ଚିତ୍ତ ରଞ୍ଜନ ଦାଶ , ସମାଜସେବୀ ଶ୍ରୀବତ୍ସ ମଲ୍ଲିକ , ବୈକୁଣ୍ଠ ଶତପଥି, ଆଡଭୋକେଟ ରାଜ କିଶୋର ମିଶ୍ର, ସତ୍ୟ ନାରାୟଣ ତ୍ରୀପାଠୀ, ଅଭ୍ୟାଗାତ ମହାପାତ୍ର, ସୈଲେନ୍ଦ୍ର ସାହୁ,
Read More News
T & CPrivacy PolicyContact Us