This browser does not support the video element.
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରକ୍ଷାବନ୍ଧନ ଉତ୍ସବ ପାଳନ।
Paralakhemundi, Gajapati | Aug 19, 2024
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ସକାଳ ୮ଘଣ୍ଟ ସମୟରେ ରକ୍ଷାବନ୍ଧନ ଉତ୍ସବ ପାଲିତ ହୋଇ ଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି ଶୁଭକାମନା ମନାସିଛନ୍ତି । କାର୍ଯ୍ୟ କ୍ରମର ଶେଷରେ ଛାତ୍ରଛାତ୍ରୀ ମାନେ ସହରରେ ଥିବା ସରକାରୀ କାର୍ଯ୍ୟାଳୟ, ବିଶିଷ୍ଟ ବ୍ୟକ୍ତି,ବିଭିନ୍ନ ବସ୍ତି ଯଥା ସୁବାସ ନଗର, ମେଦିରି ସାହି, କଣ୍ଡରା ସାହି, ଉପ କାରାଗାର ଅନ୍ତେଃବାସୀ, ଶ୍ରୀ ଜଗନ୍ନାଥ ନିକେତନ ପ୍ରଭୃତି ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧି ସାମାଜିକ ସମରସତା ଓ ଭାଇଚାରାର ସନ୍ଦେଶ ଦେଇଥିଲେ ।ଉକ୍ତ କାର୍ଯ୍ୟ