Download Now Banner

This browser does not support the video element.

ସୋନପୁର: ଆସନ୍ତାକାଲି ପାଇଁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ବିଜୁଳି ଓ ଘଡଘଡି ସହ ବର୍ଷା ସମ୍ଭାବନା

Sonapur, Subarnapur (Sonepur) | Aug 27, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି କରାଯାଇଛି l ଏହି କ୍ରମରେ ଆଶନ୍ତାକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା ଥିବା ଜଣା ପଡିଛି l
Read More News
T & CPrivacy PolicyContact Us