Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁରରେ ହେବ କୁକୁର ବନ୍ଧ୍ୟାକରଣ, ବିଇଏମସି କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ମେୟର
Chhatrapur, Ganjam | Sep 4, 2025
ବ୍ରହ୍ମପୁର ମହାନଗର ନିଗମରେ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ବିଇଏମସି କାର୍ଯ୍ୟାଳୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ।
Share
Read More News
T & C
Privacy Policy
Contact Us
Your browser does not support JavaScript!