Download Now Banner

This browser does not support the video element.

ଜୟପୁର: ଜୟପୁର ବ୍ଲକ ସଭାଗୃହରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ, ବିଡିଓ ଦେଲେ ସୂଚନା

Jeypore, Koraput | Sep 11, 2025
ଜୟପୁର ବ୍ଲକ ସଭାଗୃହରେ ଆଜି ଦିନ 12 ଟାରେ ଆରମ୍ଭ ହୋଇ ଅପରାହ୍ନ 2 ଟାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଶେଷ ହୋଇଛି । ଏଠାରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଏପିଓ ମାନସ କର ଉପସ୍ଥିତ ଥିଲେ । ୨୦୨୫-୨୬ ଆର୍ଥିକ ବର୍ଷ ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ସମଗ୍ର ଶିକ୍ଷା ଉପରେ ଜନ ଶୁଣାଣି କରାଯାଇଥିଲା ।
Read More News
T & CPrivacy PolicyContact Us