Install App
mishrasanuj
This browser does not support the video element.
ବଲାଙ୍ଗୀର: ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇକୋର୍ଟ ପରିସରରେ ଓକିଲ ସଂଘ ସଭାପତିଙ୍କ ପ୍ରତିକ୍ରିୟା
Balangir, Balangir | Aug 26, 2025
ବଲାଙ୍ଗୀରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିଷୟରେ ଚିନ୍ତା ଓକିଲ ସଂଘ ସଭାପତି କହିଛନ୍ତି, ବାହାରରୁ ଆସୁଥିବା ଅବୈଧ ଅନୁପ୍ରବେଶ କାରଣରୁ ଜିଲ୍ଲାରେ ଚୋରି ଓ ଅନ୍ୟାନ୍ୟ ଅପରାଧ ଦିନକୁ ଦିନ ବଢୁଛି। ଏହି ପ୍ରତିକ୍ରିୟା ସହିତ ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଦାବି ଉଠିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!