Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ରାଇପଡ଼ା ଗ୍ରାମରେ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରାଯାଇଛି ।

Digapahandi, Ganjam | Sep 13, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ରାଇପଡ଼ା ଗ୍ରାମରେ ଗ୍ରାମବାସୀଙ୍କୁ ଚାରା ବଣ୍ଟନ କରାଯାଇଛି । ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମ ଆଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରାମବାସୀଙ୍କୁ କୁକୁଡାଖଣ୍ଡି ବ୍ଲକ ପ୍ରଶାସନ ଦ୍ବାରା ଚାରା ବଣ୍ଟନ କରାଯାଇଛି । ଏହି ଚାରା ବଣ୍ଟନ ସମୟରେ କୁକୁଡାଖଣ୍ଡି ବ୍ଲକର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଚାରା ବଣ୍ଟନ ପରେ ମା ପାଇଁ ଗଛଟିଏ କାର୍ଯ୍ଯକ୍ରମ ମାଧ୍ୟମ ରେ ବୃକ୍ଷରୋପଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
Read More News
T & CPrivacy PolicyContact Us