Install App
kalpana7958
This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବୁଆଁଳ ଗ୍ରାମପଞ୍ଚାୟତ ଉତ୍ତର ପଡ଼ିଆ କୁଡ଼ିଆ ଗ୍ରାମରେ ମହିଳାଙ୍କ ଆତ୍ମହତ୍ୟା
Baleshwar M, Balasore | Sep 29, 2025
ବୁଆଁଳ ଗ୍ରାମପଞ୍ଚାୟତ ଉତ୍ତର ପଡ଼ିଆ କୁଡ଼ିଆ ଗ୍ରାମ ର ଜନୈକା ମହିଳା ବିଷ ପିଇ ରେମୁଣା ମେଡିକାଲ ରେ ଭର୍ତି ହୋଇଥିଲେ, ତାଙ୍କ ର ଚିକିତ୍ସାଧିନ ଅବସ୍ଥା ରେ ମୃତ୍ୟୁ ହୋଇଥିଲା, ପରେ ସୋମବାର ଅପରାହ୍ନ ୫:୩୦ ରେ ମୃତଦେହ କୁ ଶବ ବ୍ୟବଛେଦାଗାର କୁ ପଠାଯାଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!