Download Now Banner

This browser does not support the video element.

କରଞ୍ଜିଆ: ସାତକୋଶିଆ ଘୁଳା ଘାଟିରେ ଲକ୍ଷ୍ମୀ ବସ ଓ ହାଇୱା ମୁହାଁମୁହିଁ ଧକ୍କା, ୨ ଗୁରୁତର ଓ ୧୦ ରୁ ଉର୍ଦ୍ଧ୍ବ ଆହତ

Karanjia, Mayurbhanj | May 5, 2025
ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ସାତକୋଶିଆ ଘୁଳାଘାଟି ଠାରେ ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘୁଳାଘାଟି ଠାରେ ଏକ ଲକ୍ଷ୍ମୀ ବସ ଓ ହାଇଓ୍ବା ଗାଡ଼ି ମଧ୍ୟରେ  ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହେଇଛନ୍ତି ଓ ୧୦ ରୁ ଅଧିକ ବ୍ୟକ୍ତି ଆହତ ହେଇଛନ୍ତି। ଦିବା ୧୨ ଘଟିକା ଯାଏଁ ଫସି ରହିଛନ୍ତି ଉଭୟ ଗାଡିର ଡ୍ରାଇଭର। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Read More News
T & CPrivacy PolicyContact Us