Download Now Banner

This browser does not support the video element.

ବାଲିକୁଦା: ପାଣିତିରା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୪ ବଖରା ଘର ସମେତ ସମସ୍ତ ଆସବାବ ପତ୍ର

Balikuda, Jagatsinghpur | Apr 20, 2024
ଶୁକ୍ରବାର ବିଳମ୍ବିତ ରାତିରେ ପାଣିତିରା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ମଞ୍ଜୁଲତା ମଲିକ ଓ ତାଙ୍କ ବୋହୂଙ୍କ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଫଳରେ ଏକ ବଡ଼ ଧରଣର ଅଘଟଣରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Read More News
T & CPrivacy PolicyContact Us