Download Now Banner

This browser does not support the video element.

ଜୟପୁର: ଦେଶୀ ମଦ ଚାଲାଣ ବେଳେ ପାତ୍ରପୁଟ, ଭଟ୍ଟାଛିଞ୍ଚି, ଖଇରମୁଣ୍ଡି ରେ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟଳୟ ର ଚଢ଼ାଉ, 3 ଗିରଫ

Jeypore, Koraput | Aug 22, 2025
ଦେଶି ମଦ ଚାଲାଣ ବେଳେ ଜୟପୁର ଅବକାରି ନିରିକ୍ଷକ କାଯ୍ୟାଳୟ ୩ଟି ସ୍ଥାନରେ ଚଢାଉ କରି ୩ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଇରମୁଣ୍ଡି ଗ୍ରାମର ଧନପତି ଗଣ୍ଡ , ପାତ୍ରପୁଟ ଗ୍ରାମର ଲଛମନ ପରଜା ଭଟ୍ଟାଛିଞ୍ଚିର ରଞ୍ଜନ କୁମାର ସାହୁ । ଅବକାରି ନିରିକ୍ଷକ କାଯ୍ୟାଳୟ ତରଫରୁ ପଟ୍ରୋଲି କରୁଥିବା ବେଳେ ଖଇରମୁଣ୍ଡି, ପାତ୍ରପୁଟ ଓ ଭଟ୍ଟାଛିଞ୍ଚି ରେ ଦେଶି ମଦ ଚାଲାଣ କରୁଥିବା ବେଳେ ଚଢାଉ କରିଥିଲା । ଚଢାଉ କରି ୨୬ ଲିଟର ଦେଶି ମଦ ଜବତ କରିଛି । ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବିଷୟ ଅବକାରି ନିରିକ୍ଷକ ଶଶି କାନ୍ତ ଦତ୍ତ ସୁଚନା ଦେଇଛନ୍ତି ।
Read More News
T & CPrivacy PolicyContact Us