Download Now Banner

This browser does not support the video element.

ଢେଙ୍କାନାଳ ସଦର: ଇଛାପୁର ଗ୍ରାମରେ ସରକାରୀ ଜମିରେ ଘର କରିବାକୁ ନେଇ ବସିଲା ଗାଁ କୋଠ ଘରେ ବୈଠକ

Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ଜିଲ୍ଲା ସଦର ବ୍ଲବ କାକୁଡି ଭାଗ ଗ୍ରାମ ପଞ୍ଚାୟତ ଇଛାପୁର ଗ୍ରାମରେ ଜଣେ ବ୍ୟକ୍ତି ଗ୍ରାମ ମଧ୍ୟରେ ଥିବା ସରକାରୀ ଜମିରେ ଘର କରୁଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ସେଠାରୁ ନ୍ୟାୟ ନପାଇ ଗ୍ରାମରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି।ଏହାକୁ ନେଇ ଗ୍ରାମ କୋଠଘରେ ଏକ ବୈଠକ ହୋଇଯାଇଛି।
Read More News
T & CPrivacy PolicyContact Us