Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ପୂରୁଣାକଟକ କଲ୍ୟାଣୀମଣ୍ଡପଠାରେ ବିଜେଡି ହରାଭଙ୍ଗା ବ୍ଲକ କମିଟି ପକ୍ଷରୁ ସାମାଜିକ ଗଣମlଧ୍ୟରେ କର୍ମୀଙ୍କ ଭୟ ଶୂନ୍ୟ ଉପସ୍ଥାପନା ନେଇ ସମିଳନୀ
Baudh Sadar, Boudh (Bauda) | Oct 9, 2025
ଆଜି ଅପରାହ୍ନ ୪ଟା ସମୟରେ, ହରାଭଙ୍ଗା ବ୍ଲକ ପୁରୁଣାକଟକ କଲ୍ୟାଣୀମଣ୍ଡପ ଠାରେ l ବିଜୁ ଜନତାଦଳ ହରଭଙ୍ଗା ବ୍ଲକ କମିଟି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ନବୀନ ବାବୁଙ୍କ ନୀତି ଆଦର୍ଶ ତଥା ଦଳର ଅଭିମୁଖ୍ୟକୁ ସ୍ପଷ୍ଟ ଭାବରେ ଭୟଶୁନ୍ୟ ହୋଇ ଉପସ୍ଥାପନା କରିବା ପାଇଁ ଏକ କର୍ମୀ ସମ୍ମିଳନୀ ବ୍ଲକ ସଭାପତି ପଙ୍କଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!