Download Now Banner

This browser does not support the video element.

ଭଟଲି: କମଗାଁ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

Bhatli, Bargarh (Baragarh) | Sep 24, 2025
କମଗାଁ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଭଟଲି ବ୍ଲକ କମଗାଁ ମହାବିଦ୍ୟାଳୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ କମଗାଁ ମହାବିଦ୍ୟାଳୟ ଆନୁକୂଲ୍ୟରେ ସାଇବର ଆଇନ ଓ ସୋସିଆଲ ମିଡ଼ିଆ ନିରାପତ୍ତା ବିଷୟରେଏକସଚେତନତା କାର୍ଯ୍ୟକ୍ରମ ଆଜି ସକାଳ ୧୦ ଟାରେ  ଆରମ୍ଭ ହୋଇଥିଲା।  ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ବିଭୁତିଭୂଷଣ ନାୟକ, ସମ୍ମାନିତଅତିଥି ଭାବେ ସାଇବର ବିଭାଗର ଅଧିକାରୀ ମଙ୍ଗଳ କିସ୍କୋ, ଆଡ଼ଭୋକେଟ ଅପ୍ରମିତ ମିଶ୍ର, ଅଧ୍ୟାପକ ଅରବିନ୍ଦ ଦାଶ,ପୁରନ୍ଦର ବାଗ ଯୋଗଦାନ କରିଥିଲେ। ଅଧ୍ୟାପିକା ପାର୍ବତୀ ଭୋଇ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।
Read More News
T & CPrivacy PolicyContact Us