Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଓଏମପି-କଲେଜ ଛକ ଫ୍ଲାଏଓଭରରେ ଏକ ଦୁର୍ଘଟଣା ଘଟିଛି। କୌଣସି ଏକ ଶନିବାର ଗାଡି ଫ୍ଲାଏ ଓଭରର ମଧ୍ୟସ୍ଥଳ ବାଡ଼ାରେ ପିଟି ହୋଇ ପଳାଇ ଯାଇଛି
Cuttack M Corp PS, Cuttack | Aug 23, 2025
ଓଏମପି-କଲେଜ ଛକ ଫ୍ଲାଏଓଭରରେ ଏକ ଦୁର୍ଘଟଣା ଘଟିଛି। କୌଣସି ଏକ ଗାଡି ଫ୍ଲାଏ ଓଭରର ମଧ୍ୟସ୍ଥଳ ବାଡ଼ାରେ ପିଟି ହୋଇ ପଳାଇ ଯାଇଛି। ଏହି ଦୁର୍ଘଟଣାରେ ବାଡ଼ାର କିଛି ଅଂଶ ଭାଙ୍ଗିଯାଇଛି। ଏ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଶନିବାର ୫ଟାରେ ଆରପିଏଫକୁ ସୂଚନା ମିଳିଥିଲା କି ଫ୍ଲାଏଓଭର ମଧ୍ୟସ୍ଥଳର ବାଡା ଭାଙ୍ଗିଯାଇ ରେଳ ଲାଇନ ଉପରେ ପଡ଼ିଛି। ଆରପିଏଫ ଏହାର ତଦନ୍ତ ଜାରି ରଖିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!