Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ,ବିଷ ପିଇବା ପୂର୍ବରୁ ବିଷ ବୋତଲ ସହିତ ଯୁବକଙ୍କୁ କାବୁ କଲା ଟାଉନ ପୁଲିସ

Dhenkanal Sadar, Dhenkanal | Sep 10, 2025
ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବାକୁ ଯିବା ବେଳେ ଜଣେ ଯୁବକକୁ ଟାଉନ ପୁଲିସ କାବୁ କରିଛି।ବିଶେଷ ସୂତ୍ରରୁ ଖବର ପାଇ ବିଷ ପିଇବା ପୂର୍ବରୁ ବିଷ ବୋତଲ ସହିତ ଉକ୍ତ ଯୁବକଙ୍କୁ ଟାଉନ ପୁଲିସ ବାବୁ କରିବାରେ ସକ୍ଷମ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ପ୍ରସନ୍ନ ନାଏକ ବୋଲି ଜଣାପଡିଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମରେ ପ୍ରସନ୍ନଙ୍କ ଘର ।
Read More News
T & CPrivacy PolicyContact Us