Download Now Banner

This browser does not support the video element.

ଜରପଡା: ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ,ଅନୁଗୋଳ ଜିଲ୍ଲାରେ ପ୍ରବାଳ ବର୍ଷା ସମ୍ଭାବନା l

Jarapada, Angul | Jun 27, 2025
ଅନୁଗୋଳ ଜିଲ୍ଲା ରେ ବର୍ଷା ହେବା ଶହ ଲଘୁଚାପ ରୂପ ନେଇପାରେ ବୋଲି ଶୁକ୍ରବାର ୧୧ ଘଟିକା ସମୟରେ ପାଣିପାଗ ବିଭାଗ ସୂଚନା ଦେଇଛି। ଲଘୁଚାପ ପ୍ରଭାବରେ ୪ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ୨୭ ଓ ୨୮ତାରିଖରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ।
Read More News
T & CPrivacy PolicyContact Us