Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ଜଗତପୁର ଥାନା ନିକଟସ୍ଥ ତୋରଳ ବଜାରରେ ଦୁଇଟି ଦୋକାନ ରୁ ଚୋରି ହୋଇଥିବା ନେଇ ରବିବାର ଥାନାରେ ଏତଲା ହୋଇଛି
Cuttack M Corp PS, Cuttack | Sep 7, 2025
ଜଗତପୁର ଥାନା ନିକଟସ୍ଥ ତୋରଳ ବଜାରର ଅମୀୟ ରାଉତଙ୍କ ଶୁଭମ୍ ମୋବାଇଲ ଦୋକାନ ଓ ନିକଟରେ ଥିବା ନମିତା ସାହୁଙ୍କ ସାଇକ୍ରିଷ୍ଣା ଫୁଟୱାର ଦୋକାନର ସଟର ତାଲା ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମାଗ୍ରୀ ସହ ନଗଦ ଟଙ୍କା ଚୋରି କରିନେଇଥିବା ରବିବାର ଦିନ ୪ଟା ରେ ଅଭିଯୋଗ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!