Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ଏନଏସି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Biramaharajpur, Subarnapur (Sonepur) | Aug 31, 2025
ANCHOR ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି କାର୍ଯ୍ୟାଳୟ ପରିସରରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା 30ମିନିଟ ପର୍ଯ୍ୟନ୍ତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ଏନଏସି ଅଧ୍ୟକ୍ଷ ସୁବାସ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବକ୍ତା ଭାବରେ ସଂସ୍କୃତି ଗବେଷକ ଡ ଅନିରୁଧ କୂର୍କୁରିଆ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସ ପାଳନର ତାତ୍ଵର୍ୟ ଉପରେ ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବରେ କର୍ୟାନିର୍ବହି ଅଧିକାରୀ ମାନସ ରଞ୍ଜନ ଭୋଇ, ଉପାଧ୍ୟକ୍ଷl ତପସ୍ଵିନୀ ମେହେର ଯୋଗଦେଇ ମଞ୍ଚ ସିନ ହୋଇଥିଲେ l ଏହି ଅବ
Read More News
T & CPrivacy PolicyContact Us