Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବହାବଳପୁର ମାଛଧରା କେନ୍ଦ୍ର ଠାରେ ଟ୍ରଲର ମଧ୍ୟରେ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

Baleshwar M, Balasore | Sep 6, 2025
ଆଜି ପୂର୍ବାହ୍ନ ୯.୩୦ ମିନିଟ ସମୟରେ ବହାବଳପୁର ମେରାଇନ ଥାନା ଅଧୀନ ବହାବଳପୁର ମାଛଧରା କେନ୍ଦ୍ରର ଗଙ୍ଗାଜଲ ନାମକ ଏକ ମାଛଧରା ଟ୍ରଲର ମଧ୍ୟରେ ଜଣେ କର୍ମଚାରୀ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ଅନ୍ୟ ସାଥୀ ମାନେ ଦେଖି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ କର୍ମଚାରୀ ଜଣକ ହେଲେ ବସ୍ତା କୁଣ୍ଡୁଳି ଅଞ୍ଚଳର ବିଜୟ ପାତ୍ର।ବିଜୟଙ୍କ ମୁଣ୍ଡରେ କ୍ଷତାକ୍ତ ଥିବା କାରଣରୁ ତାଙ୍କର ମୃତ୍ୟୁ କୁ ନେଇ ଡାକ୍ତର ସନ୍ଦେହ କରିଛନ୍ତି। ଏ ନେଇ ବହାବଳପୁର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରଖିଛି।
Read More News
T & CPrivacy PolicyContact Us