This browser does not support the video element.
ସୋନପୁର: ମେଗା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ପାଈଁ ସଦର ମା ଘର ଠାରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Sonapur, Subarnapur (Sonepur) | Sep 9, 2025
ଗତକାଲି ସନ୍ଧ୍ୟାରୁ ରାତି ପ୍ରାୟ 10ଟା ଯାଏଁ ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ଘୋଡ଼ା ଘାଟ ପଡ଼ା ସ୍ଥିତ "ମା ଘର" ଠାରେ ଆସନ୍ତା ୧୪ ତାରିଖ ରେ ମା ସୁରେଶ୍ଵରୀ ମନ୍ଦିର ରେ ହେବାକୁ ଥିବା ମାଗଣା ମେଗା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ପାଈଁ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଚିତ୍ତ ଜ୍ଞାନୀ ଚେରି ଟେବୁଲ୍ ଟ୍ରଷ୍ଟ (ମା ଘର) ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସ୍ଵାସ୍ଥ୍ୟ ମେଳା ମା ସୁରେଶ୍ଵରୀ ଙ୍କ ପରମ ଭକ୍ତ ତଥା କଲିକତା ହାଇକୋର୍ଟର ପ୍ରାକ୍ତନ ବିଚାରପତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ଙ୍କ ପରାମର୍ଶ କ୍ରମେ ଆଜି କଟକ ଚିତ୍ତ ଜ୍ଞାନୀ