Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଦେଶୀ ମଦ ବେପାର କରି ଚକ୍ରଚିର୍ଥ ରୋଡ଼ ନୂଆ ସାହିର ତିନିଜଣ ମହିଳା ଗିରଫ, ବିପୁଳ ପରିମାଣରେ ଦେଶୀମଦ ଜବତ କରିଛି ଅବକାରୀ ବିଭାଗ l
Puri M, Puri | Sep 10, 2025
ଚକ୍ରତର୍ଥ ରୋଡ଼ ନୂଆ ସାହିରେ ଦେଶୀ ମଦ ବିକ୍ରି କରି ଅବକାରୀ ପୋଲିସ ଦ୍ୱାରା 3 ଜଣ ଗିରଫ ସହିତ କୋର୍ଟ ଚାଲାଣ l ଗିରଫ ଅଭିଯୁକ୍ତ ହେଲେ ସମୁଦ୍ରକୁଳ ଥାନା ଅଧୀନ ଚକ୍ରତୀର୍ଥ ରୋଡ଼ ନୂଆ ସାହିର ଶାନ୍ତି ସେଠି,ଏସ. ପଦ୍ମା,ଏସ ଏରାମା, l ଅଭିଯୁକ୍ତ ମାନେ ନୂଆ ସାହିରେ ଦେଶୀ ମାଦ ବିକ୍ରି କରୁଥିଲେ l ଖବର ପାଇଁ ଅବକାରୀ ବିଭାଗ ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ l ଅଭିଯୁକ୍ତ ମାନଙ୍କୁ ଗିରଫ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଥିଲେ l ଆଜି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!