This browser does not support the video element.
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହତ୍ୟାକାରୀକୁ ଆଜୀବନ ସଜା ଶୁଣାଇଲେ
Kantabanji, Balangir | Apr 9, 2024
ଆଜି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ଏକ ହତ୍ୟାକାଣ୍ଡର ଶୁଣାଣି କରିଛନ୍ତି । ହତ୍ୟାକାରୀ ଲଳିତ ହଂସକୁ ଆଜୀବନ ସଜା ଶୁଣାଇବା ସହ ୩୦ ହଜାର ଟଙ୍କା ଜୋରିମାନା ଦେବାକୁ ଆଦେଶ ଦେଇଛନ୍ତି । ୨୦୨୨ ମସିହା ଅପ୍ରେଲ ୧୫ ତାରିଖ ତୁରେକେଲା ଥାନା ମହୁଲପାଟି ଗାଁ ଜଙ୍ଗଲରେ ଶିଶୁ ସୁନାନୀ ନାମକ ଜଣେ ଲୋକଙ୍କୁ ପଥର ରେ ଛେଚି ହତ୍ୟା କରିବା ସହ ଆତ୍ମହତ୍ୟା ରୂପ ଦେବାକୁ ଗଛରେ ଟାଙ୍ଗୀ ଦିଆଯାଇଥିଲା। ତୁରେକେଲା ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଂଚି ଏକ ମାମଲା ରୁଜୁ କରିଥିଲା ।