Install App
sushantpattnayak1983
This browser does not support the video element.
ଗୋପାଳପୁର: ନିମଖଣ୍ଡି ଠାରେ ଧୁମଧାମରେ ଚାଲିଛି ମା ଙ୍କ ନବରାତ୍ରି ପୂଜା, ଯୋଗଦେଲେ ବିଜେଡି ଜିଲ୍ଲା ସଭାପତି
Gopalpur, Ganjam | Sep 27, 2025
ନିମଖଣ୍ଡି ଠାରେ ଧୁମଧାମରେ ଚାଲିଛି ମା ଙ୍କ ନବରାତ୍ରି ପୂଜା। ପ୍ରତିଦିନ ମା ଭିନ୍ନ ଭିନ୍ନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଶନିବାର ସଂନ୍ଧ୍ଯାରେ ବିଜେଡି ଜିଲ୍ଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଅଞ୍ଚଳବାସୀଙ୍କ ଉନ୍ନତି କାମନା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!