Download Now Banner

This browser does not support the video element.

ଆଳି: ଆଳିରେ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ

Aali, Kendrapara | Apr 15, 2024
ଆଳି ବ୍ଲକ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ। ଆଜି ଦିନ ବାରଟା ସମୟରେ ଆଳି ଅଗ୍ନିଶମ ବାହିନୀ ପକ୍ଷରୁ ମକଡ୍ରିଲ କରାଯିବା ସହିତ ଆଳିରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଓ ଗ୍ୟାସ ଡିପୋ ରେ ଅଗ୍ନି ସୁରକ୍ଷା ନେଇ ସଚେତନତା କରାଯାଇଛି। ଏହି ପରିପେକ୍ଷୀରେ ଜନସଚେତନତା ସୃଷ୍ଟି କରାଯିବା ସହ ନିଆଁ ଲାଗିଲେ କିପରି ପ୍ରଥମେ ନିଜର ସୁରକ୍ଷା ଓ ପରେ ଆଖପାଖରେ ଥିବା ଜନଜୀବନର ସୁରକ୍ଷା କରିପାରିବେ ସେନେଇ ସଚେତନତା ସୃଷ୍ଟି କରାଯାଇଛି।
Read More News
T & CPrivacy PolicyContact Us