Download Now Banner

This browser does not support the video element.

ଜୁଜୁମୁରା: ଲ‌ଏଡା ଗ୍ରାମରେ ପଲ୍ଲୀ ସଭା ଅନୁଷ୍ଠିତ

Jujomura, Sambalpur | Sep 11, 2025
ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ଲ‌ଏଡା ରାଜସ୍ବ ଗ୍ରାମରେ ଗୁରୁବାର ସକାଳେ ଜନ ଜାତୀୟ ଆଦିବାସୀ ମାନଙ୍କୁ ନେଇ ଆଦି କର୍ମ ଯୋଜନାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ଯୋଜନା ପାଇଁ ସ୍ବତନ୍ତ୍ର ଏକ ପଲ୍ଲୀ ସଭା ଟାମ୍ପରଗଡ ପଞ୍ଚାୟତର ସରପଞ୍ଚ କ୍ଷିରୋଦ ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
Read More News
T & CPrivacy PolicyContact Us