This browser does not support the video element.
ଛତ୍ରପୁର: ବ୍ରହ୍ମପୁର ସହରର ଆମ୍ବଗଡ ଓ ଫାଷ୍ଟଗେଟ୍ ରୁ ୧୦୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ଟିମ୍ , ୪ ଗିରଫ
Chhatrapur, Ganjam | Aug 22, 2025
ଅବକାରୀ ସଦର ରେଞ୍ଜ ଏସପି ପ୍ରବୀଣ କୁମାରଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସହର ପ୍ରବେଶ ପଥ ପୃଥକ ସ୍ଥାନରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଛି। ଦୁଇଟି ମାମଲାରେ ଦୁଇଟି ଗାଡ଼ି ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧିଛି।ଶୁକ୍ରବାର ଅପରାହ୍ନ ସାଢେ ୫ ଘଣ୍ଟା ସମୟରେ ବ୍ରହ୍ମପୁର ଅବକାରୀ ଉପ ଆୟୁକ୍ତକଂ କାର୍ଯ୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି।