Download Now Banner

This browser does not support the video element.

ଜଗତସିଂହପୁର: ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ସର୍କିଟ ହାଉସରେ ସୌଜନ୍ୟ ମୂଳକ ସାକ୍ଷାତ କଲେ ଜିଲ୍ଲା ବିଜେପି ସଭାପତି

Jagatsinghapur, Jagatsinghpur | Aug 22, 2025
ରାଜ୍ୟ ମହିଳା କମିଶନର ମାନନୀୟ ଅଧ୍ୟକ୍ଷା ଙ୍କୁ ଜଗତସିଂହପୁର ସର୍କିଟ ହାଉସ ରେ ସୌଜନ୍ୟ ମୂଳକ ସାକ୍ଷାତ କଲେ ଜିଲ୍ଲା ବିଜେପି ସଭାପତି ରାଜ୍ୟ ମହିଳା କମିଶନର ମାନନୀୟ ଅଧ୍ୟକ୍ଷା ଶ୍ରୀମତୀ ସୋଭନା ମହାନ୍ତି ମହୋଦୟା ଓ ମାନନୀୟ ସଦସ୍ୟା ଶ୍ରୀମତୀ ଉର୍ମିଳା ମହାପାତ୍ର ମହୋଦୟାଙ୍କ ଜଗତସିଂହପୁର ଗସ୍ତ ଅବସରରେ ସର୍କିଟ ହାଉସ୍ ଠାରେ ସୌଜନ୍ୟମୂଳକ ସାକ୍ଷାତ କଲେ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର l
Read More News
T & CPrivacy PolicyContact Us