Download Now Banner

This browser does not support the video element.

ସୋନପୁର: ଆସନ୍ତା କାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି, ଜିଲ୍ଲାରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା

Sonapur, Subarnapur (Sonepur) | Sep 1, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତାକାଲି ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ୟୋଲ ୱାର୍ନିଙ୍ଗ ଜାରି ଜାରି କରାଯାଇଥିବା ବେଳେ, ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ଶହ ବର୍ଷାର ସମ୍ଭାବନା ଥିବାବେଳେ, ପବନର ବେଗ ଘଣ୍ଟା ପ୍ରତି 30 ରୁ 40 କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ରାଜ୍ୟ ପାଣିପାଗ ବିଭାଗ l
Read More News
T & CPrivacy PolicyContact Us