This browser does not support the video element.
କଣ୍ଟାବାଞ୍ଜି: ଚାନ୍ଦୋତରା ଗାଁରେ ହାଇସ୍କୁଲ ଖୋଲିବା ନେଇ ପଂଚାୟତ ଗାଁ ରେ ସାମ୍ବାଦିକ ସମ୍ମିଳନୀ ନିଜ ପ୍ରତିକ୍ରିୟା ରଖିଲେ ଚାନ୍ଦୋତରା ସରପଞ୍ଚ
Kantabanji, Balangir | Apr 22, 2024
ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରା ରେ ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବା ପାଇଁ ପଞ୍ଚାୟତ ବାସୀ ଆଜି ସାମ୍ବାଦିକ ସମ୍ମିଳନୀ ରେ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସମୟ ରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ରାସ୍ତାରୋକ, ଆନ୍ଦୋଳନ କରିଛନ୍ତି ହେଲେ ପ୍ରତିଶ୍ରୁତି ପାଣି ର ଗାର ବୋଲି ଅଭିଯୋଗ କରିଛନ୍ତି ।ପୂର୍ବରୁ ୧୯୯୦ ହାଇସ୍କୁଲ ଥିଲା ତାହାକୁ ସରକାର ୨୦୧୯ ବନ୍ଦ କରିଦେଇଥିଲେ । ପୁନଃ ଖୋଲିବା ପାଇଁ ଦାବି କରୁଛନ୍ତି ପଂଚାୟତ ବାସୀ ।