Download Now Banner

This browser does not support the video element.

ଝାରସୁଗୁଡା: ପବିତ୍ର ନୂଆଁଖାଇ ଉପଲକ୍ଷେ କୋଲାବିରା ଗସ୍ତ କରି ପ୍ରସିଦ୍ଧ ମାଁ ସମଲେଶ୍ଵରୀ ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା ଏବଂ ଆଳତୀ କଲେ ଝାରସୁଗୁଡା ବିଧାୟକ

Jharsuguda, Jharsuguda | Aug 28, 2025
ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଏବଂ ନୂଆଁଖାଇ ପାଇଁ ସମଗ୍ର ଅଞ୍ଚଳରେ ପୂଜାପାଠ ସହିତ ପିଠାପଣାର ମହକରେ ମହକୁଛି ଗାଁ ଠୁ ସହର। ତେବେ ଆଜି ପବିତ୍ର ନୂଆଁଖାଇ ଉପଲକ୍ଷେ ସନ୍ଧ୍ୟା ସାଢ଼େ ଛଅଟା ସମୟରେ କୋଲାବିରା ଗସ୍ତ କରି କୋଲାବିରା ସ୍ଥିତ ପ୍ରସିଦ୍ଧ ମାଁ ସମଲେଶ୍ଵରୀ ମନ୍ଦିରରେ ମାଙ୍କ ପୂଜାର୍ଚ୍ଚନା ଏବଂ ଆଳତୀ କଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ମାଁ ଙ୍କ ନିକଟରେ ନୂଆଁଖାଇ ଅବସରରେ ପୂଜାର୍ଚ୍ଚନା ସହିତ ଆଳତି କରି ଜଗତ ଜନନୀ ମାଁ ସମଲେଶ୍ଵରୀ ଙ୍କ ପାଦପଦ୍ମ ରେ ସମସ୍ତ ଝାରସୁଗୁଡ଼ା ବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ ପାଇଁ କାମନା କରିଛନ୍ତି ଝାରସୁଗୁଡା ବିଧାୟକ
Read More News
T & CPrivacy PolicyContact Us